Solar eclipse 2024: ଏହିଦିନ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
Solar eclipse 2024: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଚୈତ୍ର ଅମାବାସ୍ୟା ଦିନ ଲାଗିବା ପାଇଁ ଯାଉଛି । ଅର୍ଥାତ୍ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 8 ଏପ୍ରିଲରେ ଘଟିବ । ହେଲେ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । ତେଣୁ ଏହାର ସୂତକ ଅବଧି ବୈଧ ହେବ ନାହିଁ ଏବଂ ପୂଜାପାଠ ମଧ୍ୟ କରିବାରେ କୌଣସି ଅସୁବିଧା ନାହିଁ ।
08 ଏପ୍ରିଲ 2024 ଅର୍ଥାତ୍ ସୋମବାର ଦିନ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ସୂର୍ଯ୍ୟ ପରାଗ ସକାଳ 9ଟା 12 ମିନିଟରୁ ଆରମ୍ଭ ହୋଇ ରାତି 1.25 ମିନିଟରେ ଶେଷ ହେବ । ଏହି ପାରାଗର ମୋଟ୍ ଅବଧି 4 ଘଣ୍ଟା 39 ମିନିଟ୍ ହେବ । ଏହାର ସୂତକ ଅବଧି ୮ ଏପ୍ରିଲରେ ସକାଳ 9.12 ରେ ଆରମ୍ଭ ହେବ । ବାସ୍ତବରେ, ସୂର୍ଯ୍ୟ ପରାଗର ସୂତକ ଅବଧି 12 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ ।

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ କେଉଁଠି ଦୃଶ୍ୟମାନ ହେବ
କାନାଡା, ମେକ୍ସିକୋ, ଦକ୍ଷିଣ-ପଶ୍ଚିମ ୟୁରୋପ, ଅଷ୍ଟ୍ରେଲିଆ, ପଶ୍ଚିମ ଏସିଆ, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଉତ୍ତର ପୋଲ, ଦକ୍ଷିଣ ପୋଲ, ଉତ୍ତର-ପଶ୍ଚିମ ଅଞ୍ଚଳ, ଆୟର୍ଲାଣ୍ଡରେ ଏହି ପରାଗ ଦୃଶ୍ୟମାନ ହେବ । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏଥିପାଇଁ ଏହାର ସୂତକ ଅବଧି ଭାରତରେ ବୈଧ ହେବ ନାହିଁ ।
ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ ସେତେବେଳେ ସୂର୍ଯ୍ୟ ପରାଗ ହୋଇଥାଏ । ଏହା ସର୍ବଦା ଅମାବାସ୍ୟା ତିଥିରେ ଘଟିଥାଏ । ସୂର୍ଯ୍ୟ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ସୂତକ ଅବଧି ଲାଗିଥାଏ । ଏହି ସମୟପେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ୨୦୨୪ ବର୍ଷରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ୩ ଅକ୍ଟୋବରରେ ଲାଗିବା ପାଇଁ ଯାଉଛି । ଭାରତୀୟ ସମୟ ଅନୁସାରେ ଅକ୍ଟୋବର 2 ରେ ରାତି 9:13 ରୁ 3:17 ପର୍ଯ୍ୟନ୍ତ ଲାଗିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications