ରଙ୍ଗର ପର୍ବ ହୋଲିରେ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପବିତ୍ର ହୋଲି। ଆନନ୍ଦ ଉଲ୍ଲାସର ଏହି ପର୍ବରେ ଆଜି ରାଜ୍ୟବାସୀ ପାଳନ କରୁଛନ୍ତି ହୋଲି। କରୋନାର ସାମାନ୍ଯ କଟକଣା ତଥା ଖରାର ସାମାନ୍ଯ ପ୍ରକୋପ ଆଜି ଅନୁଭୂତ ହୋଇଥିଲେ ମଧ୍ୟ ଲୋକଙ୍କ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ଲୋକେ। ଓଡିଶାରେ ପୁରପଲ୍ଲୀରେ ଗତକାଲି ଦୋଳ ପୁର୍ଣିମା ଭକ୍ତିପୂର୍ଣ ଭାବେ ପାଳନ ହୋଇଥିବା ବେଳେ ଆଜି ରଙ୍ଗରେ ମସଗୁଲ ହୋଇଛନ୍ତି ରାଜ୍ୟବାସୀ

Holi

ରଙ୍ଗର ପର୍ବ ହୋଲିରେ ଶୁଭେଛା ଜଣାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

କୋଭିଡ ନିୟମ ପାଳନ କରି ହୋଲି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଠାରୁ ଆରମ୍ଭ ହୋଇଛି ଚୈତ୍ରମାସ। ଆଜି ହେଉଛି ପବିତ୍ର ଚୈତ୍ର କୃଷ୍ଣ ପ୍ରତିପଦା। ଗତକାଲି ଦୋଳ ପୁର୍ଣିମା ଅବସରରେ ଆରମ୍ଭ ହୋଇଛି ଓଡିଶାର ନୂତନ ପାଞ୍ଜି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+