Mahashivratri 2025: ମହାଶିବରାତ୍ରି ପୂଜାରେ ସାମିଲ କରନ୍ତୁ ଏହି ସାମଗ୍ରୀ

Mahashivratri 2025: ମହାଶିବରାତ୍ରି ୨୬ ଫେବୃଆରୀରେ ପାଳନ କରାଯିବ । ଏହି ଦିନ ଭକ୍ତମାନେ ଉପବାସ ରଖନ୍ତି ଏବଂ ଶିବଲିଙ୍ଗରେ ଜଳ, କ୍ଷୀର ଅର୍ପଣ କରନ୍ତି । ଏହି ପବିତ୍ର ଦିନ ଅବସରରେ, ପୂଜା ପାଇଁ ବିଶେଷ ସାମଗ୍ରୀ ଆବଶ୍ୟକ ଲାଗି କରାଯାଇଥାଏ । ମହାଶିବରାତ୍ରି ପୂଜାରେ ଗଙ୍ଗା ଜଳ ଏବଂ କ୍ଷୀର ଦହି, ମହୁ ଏବଂ ଘିଅ ବେଲପତ୍ର ଧାତୁରା ଏବଂ ଅରଖ ଫୁଲ ଚନ୍ଦନ ଲାଗି କରାଯାଏ ।

ସକାଳେ ସ୍ନାନ କରିବା ପରେ ସଫା ପୋଷାକ ପିନ୍ଧନ୍ତୁ ଏବଂ ଉପବାସ ରଖିବା ପାଇଁ ପ୍ରତିଜ୍ଞା କରନ୍ତୁ। ପ୍ରଥମେ ଗଙ୍ଗା ଜଳରେ ଶିବଲିଙ୍ଗକୁ ସ୍ନାନ କରାନ୍ତୁ। ତା'ପରେ କ୍ଷୀର, ଦହି, ଘିଅ, ମହୁ ଏବଂ ଚିନି ସହିତ ପଞ୍ଚାମୃତ ଅଭିଷେକ କରନ୍ତୁ।

Mahashivratri 2025

ଶିବଲିଙ୍ଗରେ ବେଲପତ୍ର, ଧାତୁରା ଏବଂ ଅରଖ ଫୁଲ ଅର୍ପଣ କରନ୍ତୁ। ଶିବଲିଙ୍ଗ ଉପରେ ଚନ୍ଦନ ଏବଂ ପାଉଁଶ ଲଗାନ୍ତୁ। ଭଗବାନ ଶିବଙ୍କ ଆଳତୀ କରନ୍ତୁ। 'ଓଁ ନମଃ ଶିବାୟ' ମନ୍ତ୍ର ଜପ କରନ୍ତୁ। ଫଳ, ମିଠା ଏବଂ ପଞ୍ଚାମୃତ ଅର୍ପଣ କରନ୍ତୁ। ଭଗବାନ ଶିବଙ୍କ କାହାଣୀ ପଢ଼ନ୍ତୁ ଏହା ସହ ମହାଶିବରାତ୍ରିରେ ସ୍ୱତନ୍ତ୍ର ଆରତୀ କରନ୍ତୁ। ଅସହାୟଙ୍କୁ ଦାନ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+