ଆଜି ମଣ୍ତପରେ ମା'ଙ୍କ ମହାସପ୍ତମୀ ପୂଜା
Durga Puja: ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇ ପଡିଛି ଧରଣୀ । ଗାଁଠୁ ସହର ସବୁଠି ଶାରଦୀୟ ପୂଜାକୁ ନେଇ ଭକ୍ତିମୟ ପରିବେଶ ଦେଖିବା ପାଇଁ ମିଳୁଛି । ଆଜି ଜଗଦ୍ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ସେହିପରି ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । କଟକରେ ଝଲସୁଛି ସୁନା, ଚାନ୍ଦି ମେଢ । ମା'ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଧିରେ ଧିରେ ବଢିବାରେ ଲାଗିଛି ଭିଡ଼ ।













Click it and Unblock the Notifications