ଶକ୍ତିପୀଠରେ ଜଗତଜନନୀଙ୍କ ମହାନବମୀ ପୂଜା
ଶକ୍ତିପୀଠରେ ଜଗତଜନନୀଙ୍କ ମହାନବମୀ ପୂଜା
Navaratri 2022: ଶକ୍ତିପୀଠରେ ଜଗତଜନନୀଙ୍କ ମହାନବମୀ ପୂଜା । ସମ୍ପୁର୍ଣ୍ଣ ରୀତିନୀତିରେ ସହ ବିଭିନ୍ନ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । ଚଣ୍ତୀପାଠରେ କମ୍ପୁଛି ସାରା ପରିବେଶ । ଆଜି ମାଆ ବିରଜାଙ୍କର ମହାନବମୀ ପୂଜା । ମା'ଙ୍କ ପାଖରେ ଚାଲିଥିବା ଷୋଡ଼ଶ ଉପଚାର ପୂଜା ଆଜି ଶେଷ ଦିନ । ପଞ୍ଚମୀରୁ ଚାଲିଥିବା ପୂଜାର ଆଜି ପୂର୍ଣ୍ଣାହୂତି କରାଯିବ । ଗତ କାଲି ମା'ବିରଜାଙ୍କ ରଥଯାତ୍ରା ଶେଷ ହୋଇଛି । ଆଜି ରାତିରେ ମାଆଙ୍କ ପ୍ରତିମାଙ୍କୁ ଲାଖ ବିନ୍ଧା ପଡ଼ିଆକୁ ନେଇ ମା'ଙ୍କ ଦିଗବିଜୟ ଯାତ୍ରା ଅନୁଷ୍ଠିତ ହେବ ।

More From
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ











Click it and Unblock the Notifications