Lunar Eclipse: ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ
Lunar Eclipse: ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ
Lunar Eclipse: ଆଜି ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଏହା ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟାରେ ଆରମ୍ଭ ହେବ, ଯାହାର ସୂତାକ ଅବଧି ପ୍ରାୟ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇସାରିଛି । ମାନ୍ୟତା ରହିଛି ଏହି ସମୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ । ଏପରିକି ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମନ୍ଦିରର କବାଟ ବନ୍ଦ ରହିଥାଏ । ତବେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହେଉ, ଏହାକୁ ଦେଖିବା ପାଇଁ ସମସ୍ତଙ୍କର ବହୁତ ଆଗ୍ରହ ରହିଥାଏ ହେଲେ କିଛି ରାଶିର ଲୋକଙ୍କୁ ଏହାକୁ ଦେଖିବା ପାଇଁ ବାରଣ କରାଯାଇଥାଏ । ସେହିପରି ଗର୍ଭବତୀ ମହିଳାମାନେ ଆଜିର ଦିନ ଅର୍ଥାତ୍ ଚନ୍ଦ୍ରଗ୍ରହଣରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ କେଉଁ ସମସ୍ତ ଜିନିଷଗୁଡ଼ିକର ଯତ୍ନ ନେବା ଉଚିତ୍ ।
୧- ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ ।
୨-ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ ।

୩-ଗ୍ରହଣ ସମୟରେ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି କାରଣ ଏଥିରେ କ୍ଷତିକାରକ କିରଣ ରହିଥାଏ ଯାହା ଆଖି ଓ ଶିଶୁ ଉପରେ ପ୍ରଭାବ ପକାଇପାରେ ।
୪- ତେବେ ସୂର୍ଯ୍ୟପରାଗ ପରି ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ନିଜ ଘର ଭିତରେ ରହିବା ଉଚିତ୍। ମାନ୍ୟତା ରହିଛି ଗର୍ଭବତୀ ମହିଳାମାନଙ୍କୁ ଯଦି କୌଣସି କାରଣରୁ ଘରୁ ବାହାରକୁ ଯିବାକୁ ପଡେ ତେବେ ସେମାନଙ୍କ ପେଟରେ ଗୋବର ଲଗାଇବା ଉଚିତ୍, କିନ୍ତୁ ଯଦି ଆପଣ ଏହା କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟରେ ଟିକା ଲଗାଇପାରିବେ । ଏହା କରିବା ଦ୍ୱାରା
ଶିଶୁର ଉପରେ କୌଣସି ନାକାରତ୍ମକ ପ୍ରଭାବ ପଡିନଥାଏ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications