ଘରେ ରଖନ୍ତୁ ଠେକୁଆ ମିଳିବ ଏହି ସବୁ ଫାଇଦା , ଜାଣନ୍ତୁ କଣ ମିଳିବ ଲାଭ

କିଛି ଲୋକ ଜୀବଜନ୍ତୁ ରଖିବା ବହୁତ ପସନ୍ଦ କରନ୍ତି। ଅନେକ ଲୋକ ନିଜର ଏକୁଟିଆପଣ ଦୂର କରିବା ପାଇଁ ଘରେ ଜୀବଜନ୍ତୁ ରଖିଥାଆନ୍ତି। ଜୀବଜନ୍ତୁ ଘରେ ରହିବା ଦ୍ୱାରା ଏକ ଅଲଗା ପରିବେଶ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଘରର ପରିବେଶ ମଧ୍ୟ ଭଲ ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ପଶୁପକ୍ଷୀ ଅଛନ୍ତି, ଆମେ ତାଙ୍କୁ ଘରେ ରଖିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ। ତାହାହେଲେ ଆସନ୍ତୁ ଜାଣିବା ଘରେ କେଉଁ ଜୀବଜନ୍ତୁ ରଖିଲେ ଶୁଭ ହୋଇଥାଏ।

vastu tips

ଠେକୁଆ- ଘରେ ଧଳା ଠେକୁଆ ରଖିଲେ ଶୁଭଫଳ ମିଳିଥାଏ। ଠେକୁଆ ଘର ଚାରିପଟେ ବୁଲିଲେ ଘର ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

ଆକ୍ୱାରିୟମ- ଘରେ ଆକ୍ୱାରିୟମରେ ମାଛ ରଖିଲେ ଶୁଭ ହୋଇଥାଏ। ଘରର ଉତ୍ତର-ପୂର୍ବ ଓ ଦକ୍ଷିଶ ପୂର୍ବ ଦିଗରେ ଆକ୍ୱାରିୟମ ରଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମାଛକୁ ଧନର ପ୍ରତୀକ ବୋଲି ମନା ଯାଇଥାଏ। ଘରେ ମାଛ ରଖିଲେ ଆର୍ଥିକ ଶଙ୍କଟ ଦୂର ହୋଇଥାଏ।

କଇଁଛ- ଘରେ କଇଁଛ ରଖିଲେ ଶୁଭ ହୋଇଥାଏ। କଇଁଛ ରଖିଲେ ମା' ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ। ଏହାସହ ଘରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ହସଖୁସିରେ ଘର ପୂରି ଉଠିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+