Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଏଥର କେଉଁ ତାରିଖରେ ପାଳନ କରାଯିବ ଜନ୍ମାଷ୍ଟମୀ

September month 2023 Festivals: ଓଡ଼ିଶାରେ ୧୨ ମାସରେ ୧୩ ପର୍ବର । ଏଥର ସେପ୍ଟେମ୍ବର ମାସରେ ରହିଛି ଅନେକ ପୂଜାପର୍ବ । ତେବେ କହିବା ପାଇଁ ଗଲେ ଏଥର ସେପ୍ଟେମ୍ବରରେ ଆପଣ ଅନେକ ଛୁଟି ପାଇବାକୁ ଯାଉଛନ୍ତି । ଏହି ମାସରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ପୂଜା ଏବଂ ହରିତାଲିକା ବ୍ରତ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା କେଉଁ ତାରିଖରେ ରହିଛି କ'ଣ ପର୍ବପର୍ବାଣୀ ।

 janmashtami 2023
  • 4 ସେପ୍ଟେମ୍ବରରେ ଚନ୍ଦନ ଷଷ୍ଠୀ
  • 6 ସେପ୍ଟେମ୍ବର ଜନ୍ମାଷ୍ଟମୀ
  • 8 ସେପ୍ଟେମ୍ବର ଗୋକୁଲାଷ୍ଚମୀ
  • 14 ସେପ୍ଟେମ୍ବର ଅମାବାସ୍ୟା
  • 18 ସେପ୍ଟେମ୍ବର ଗଣେଶ ପୂଜା
  • 23 ସେପ୍ଟେମ୍ବର ରାଧାଷ୍ଚମୀ
  • 29 ସେପ୍ଟେମ୍ବର ପିତୃପକ୍ଷ ଆରମ୍ଭ

କୃଷ୍ଣ ଜନମାଷ୍ଟମୀ: ଚଳିତ ବର୍ଷ ଦେଶବ୍ୟାପୀ ସେପ୍ଟେମ୍ବର 6 ତାରିଖରେ ଜନ୍ମଷ୍ଟମୀ ପାଳନ କରାଯିବ । କୃଷ୍ଣ ଜନମାଷ୍ଟମୀ କିମ୍ବା ଗୋକୁଲାଷ୍ଟାମୀଙ୍କ ପର୍ବ ସମଗ୍ର ଭାରତରେ ଉତ୍ସାହ ସହିତ ପାଳନ କରାଯାଏ । ପରମ୍ପରା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମାସ ଅର୍ଥାତ୍ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା । ଏଥର ଅଷ୍ଟମୀ 6 ସେପ୍ଟେମ୍ବର ପଡୁଛି । ସମଗ୍ର ଭାରତରେ ଏହି ବ୍ରତର ବିଶେଷ ମହତ୍ତ୍ୱ ରହିଛି । ହିନ୍ଧୁମାନଙ୍କ ମୁଖ୍ୟ ପର୍ବ ମଧ୍ୟରୁ ଏକା ଗୋଟିଏ । ଦେଶର ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ଭାବରେ ଏହି ବ୍ରତକୁ ପାଳନ କରାଯାଇଥାଏ ।

ଗଣେଶ ପୂଜା: ଚଳିତବର୍ଷ ସେପ୍ଟେମ୍ବର 19 ତାରିଖରେ ଗଣେଶ ପୂଜା ପାଳନ କରାଯିବ । ଏହି ପର୍ବକୁ ସାରା ଦେଶର ଲୋକେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଖାସକରି ମହାରାଷ୍ଟ୍ରରେ ଗଣେଶ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଥାଏ । ଏଠି ୧୦ ଦିନ ଧରି ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଅନନ୍ତ ଚତୁର୍ଥୀରେ ଭଗମାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଏହି ଦିନ ହିଁ ଗଣେଶ ବିସର୍ଜନ କରାଯିବ । ମହାରାଷ୍ଟ୍ରରେ ବେଶ୍ ଜାକଜମକରେ ଗଣେଶ ବିସର୍ଜନ ମଧ୍ୟ କରାଯାଇଥାଏ ।

ହରତାଲିକା ତିଜ୍: ସେପ୍ଟେମ୍ବର 18ରେ ହରତାଲିକା ତିଜ୍ ଉତ୍ସବ ମନାଯିବ । ଭାଦ୍ରବ ଶୁକ୍ଳପକ୍ଷର ତୃତୀୟ ତିଥି ଦିନ ହରତାଲିକା ତିଜ୍ ଉତ୍ସବ ପାଳନ କରାଯାଇଥାଏ । ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁଷ କାମମ କରି ଏହି ବ୍ରତ ପାଳନ କରିଥାନ୍ତି । ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+