ଦୀପାବଳିରେ ଆପଣାନ୍ତୁ ଏହି ଉପାୟ, ରହିବ ନାହିଁ ଧନର ଅଭାବ

Diwali 2024: ଆପଣଙ୍କର ଆର୍ଥିକ ସଙ୍କଟ ଲାଗି ରହୁଛି କି । ତେବେ ଦୀପାବଳି ରାତିରେ ଏହି ଉପାୟ ଆପଣାନ୍ତୁ ଯାହା ଆର୍ଥିକ ସଙ୍କଟରୁ ମୁକ୍ତି ଦେବ ।

2024 ମସିହାରେ ଦୀପାବଳି 31 ଅକ୍ଟୋବର 2024, ଗୁରୁବାର ଦିନ ପାଳନ କରାଯିବ । ଏହି ଦିନ, ଆପଣ ଆର୍ଥିକ ସଙ୍କଟ ଦୂର କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରି ଉପକୃତ ହୋଇପାରିବେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ ।

Diwali 2024

ଦୀପାବଳିରେ ଏକ ଝାଡୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଝାଡ଼ୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ।

ଦୀପାବଳି ଦିନ ହଳଦିଆ କଉଡି ଆଲମିରାରେ ରଖନ୍ତୁ । ହଳଦିଆ କଉଡିକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଏଥିପାଇଁ ଦୀପାବଳି ଦିନ ଧଳା କଉଡିକୁ ହଳଦୀ ପାଣିରେ ଧୋଇ । ଏକ ନାଲି କପଡ଼ାରେ ବାନ୍ଧି ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

ଦୀପାବଳି ଦିନ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ବର୍ଷସାରା ଭଲ ରହିବ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ, ଅଶୋକା ଗଛର ଚେରକୁ ଗଙ୍ଗା ପାଣିରେ ଧୋଇ ଏହାକୁ ସୁରକ୍ଷିତ କିମ୍ବା ଅଲମିରାରେ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+