Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ କେବେ ପଡୁଛି ଗଣେଶ ପୂଜା, କେତେବେଳେ ରହିଛି ଶୁଭ ମୂହୁର୍ତ୍ତ

Ganesh Puja: ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚୁତୁର୍ଥୀ ତିଥିରେ ବିଘ୍ନବିନାଶକଙ୍କର ପୂଜାର୍ଚ୍ଚନା କରାଯାଏ । ଅନେକ ସ୍ଥାନରେ ଗଣେଶ ପୂଜା ଦଶ ଦିନ ଧରି କରାଯାଏ । କୁହାଯାଏ ଯେ ପ୍ରତ୍ୟେକ ବର୍ଷ ଗୌରୀନନ୍ଦନ 10 ଦିନ ପାଇଁ ନିଜ ଭକ୍ତଙ୍କ ପାଇଁ କୈଳସରୁ ପୃଥିବୀପୃଷ୍ଟକୁ ଆସନ୍ତି ସେଥିପାଇଁ ଦଶ ଦିନ ବେଶ ଧୂମଧାମରେ ବପ୍ପାଙ୍କ ପୂଜାର୍ଚ୍ଚନା କରାଯାଏ ।


ଚଳିତ ବର୍ଷ ଗଣେଶ ପୂଜା 7 ସେପ୍ଟେମ୍ବର 204ରେ ପଡୁଛି । ଏହି ଦିନଠାରୁ ଦଶ ଦିନିଆ ଗଣେଶ ଉତ୍ସବ ଆରମ୍ଭ ହେବ । ଏହା 17 ସେପ୍ଟେମ୍ବର 2024 ରେ ଅନନ୍ତ ଚତୁର୍ଦ୍ଦଶିରେ ଶେଷ ହେବ । ଗଣେଶ ପୂଜାର ଅନ୍ତିମ ଦିନରେ ବିସର୍ଜନ କରାଯାଏ ।

ganesh puja

ପଞ୍ଚାଙ୍ଗ ଅନୁଯାୟୀ, ଭାଦ୍ରବ ମାସ ଶୁକ୍ଳପକ୍ଷ ଚଥୁର୍ଥୀ ତିଥି ଅର୍ଥାତ୍ 6 ସେପ୍ଟେମ୍ବର 2024ରେ ଏଥର ଗଣେଶ ପୂଜା ପାଳନ କରାଯିବ । ତେବେ ପୂଜାର ଶୁଭ ସମୟ ଦିନ 3ଟା 1 ମିନିଟରୁ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ 7 ସେପ୍ଟେମ୍ବର 2024 ସଂଧ୍ୟା 05:37 PM ରେ ଶେଷ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+