Ganesh Chaturthi 2024: ଜାଣନ୍ତୁ ଗଣେଶ ପୂଜା ସ୍ଥାପନା ଓ ପୂଜା ବିଧି
Ganesh Chaturthi 2024: ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ପୂଜା ପୂର୍ବରୁ ଘରେ ସଫା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବର୍ଷ ଗଣେଶ ଚତୁର୍ଥୀ 7 ସେପ୍ଟେମ୍ବର 2024'ରେ ପଡୁଛି । ତେବେ ଏହି ଦିନ, ଶୁଭ ମୁହୂର୍ତ୍ତରେ ଗଣେଶଙ୍କୁ ସଠିକ୍ ସମୟରେ ପ୍ରତିଷ୍ଠା କରନ୍ତୁ । କାରଣ ଶୁଭ ସମୟରେ କରାଯାଇଥିବା କାର୍ଯ୍ୟ ସଫଳ ହୋଇଥାଏ ଶୁଭ ସମୟ ଗଡିଗଲେ ଅଧିକାଂଶ କାର୍ଯ୍ୟ ବିଫଳ ହୋଇଥାଏ । ଚାଲନ୍ତୁ ଜାଣିବା ଗଣେଶ ଚତୁର୍ଥୀରେ ଘରେ ବପ୍ପାଙ୍କୁ କିପରି କରିବେ ପ୍ରତିଷ୍ଠା ।
ଗଣେଶ ଚତୁର୍ଥୀ ଦିନ ସ୍ନାନ କରିବା ପରେ ସଫା ହଳଦିଆ କିମ୍ବା ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ । ଉତ୍ତର-ପୂର୍ବ ଦିଗରେ ଏକ ପୂଜା ସ୍ଥାନ ପ୍ରସ୍ତୁତ କରନ୍ତୁ , ଠାକୁର ବସିବା ସ୍ଥାନରେ ନାଲି କିମ୍ବା ଧଳା କପଡା ପକାନ୍ତୁ । ଭିନ୍ନ ଭିନ୍ନ ଫୁଲରେ ଠାକୁର ବସିବା ସ୍ଥାନକୁ ସଜାନ୍ତୁ । ସୁଗନ୍ଧିତ ଫୁଲ ଏବଂ ଆମ୍ବ ପତ୍ର ମଧ୍ୟ ବ୍ୟବହାର କରିପାରିବେ ।

ଠାକୁର ରଖିବା ସ୍ଥାନରେ କିଛି ଚାଉଳ ରଖନ୍ତୁ ଏବଂ ଶୁଭ ସମୟରେ ଭଗବାନ ଗଣେଶଙ୍କ ପ୍ରତିମାକୁ ସ୍ଥାପନ କରନ୍ତୁ । ଗଣପତିଙ୍କ ଡାହାଣ ପାର୍ଶ୍ୱରେ କଳସ ରଖନ୍ତୁ ।
କଳସରେ ପାଣି, ଆମ୍ବ ପତ୍ର, ମୁଦ୍ରା, ଅକ୍ଷତ ରଖନ୍ତୁ ଏବଂ ଉପରେ ନଡ଼ିଆ ରଖି ଏଥିରେ ନାଲି କପଡ଼ା ବାନ୍ଧି ଦିଅନ୍ତୁ ।
ପ୍ରଭୁ ଗଣେଶଙ୍କୁ କୁମକୁମ, ଚନ୍ଦନ, କଦଳୀ, ହଳଦୀ, ହେନା, ଗୁଲାଲ୍, ଅକ୍ଷତ, ଆବେର, ନାଲି ଫୁଲ, ଲବଙ୍ଗ, କୁଜୁରାତି, କଦଳୀ ପତ୍ର, ପବିତ୍ର ସୂତା ଏବଂ ନଡ଼ିଆ ଅର୍ପଣ କରନ୍ତୁ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications