ଆସୁଛି ଶାରଦୀୟ ନବରାତ୍ରୀ: ଏପରି କରନ୍ତୁ ମା'ଙ୍କ ପୂଜାର୍ଚ୍ଚନା, ହେବ ଧନର ବର୍ଷା

Durga Puja 2024: ଚଳିତବର୍ଷ ଅକ୍ଟୋବର ୩ ତାରିଖର, ଗୁରୁବାର'ଠୁ ଆରମ୍ଭ ହେବା ଶାରଦୀୟ ନବରାତ୍ରୀ । ଆଶ୍ୱୀନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ମା'ଙ୍କ ପୂଜାର୍ଚ୍ଚନା । ତେବେ ନବରାତ୍ରୀରେ ଅର୍ଥାତ୍ ୯ ରାତ୍ରୀ । ମା ଦୁର୍ଗାଙ୍କ ୯ଟି ରୂପରୁ ଆରାଧାନ କରାଯାଏ । ଏହି ନଅ ଦିନରେ ମାତା ଦେବୀଙ୍କର ନଅ ଟି ରୂପରେ ପୂଜା କରାଯାଏ ।

କିଛି ଲୋକ ନଅ ଦିନ ଉପବାସ କରନ୍ତି ଏବଂ ଘରେ କଳସ ସ୍ଥାପନା କରନ୍ତି । ଏହି ସମୟରେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଥାଏ । କେଉଁଠି ଗରବା ହୋଇଥାଏ ଏବଂ କେତେକ ସ୍ଥାନରେ ଦୁର୍ଗା ପେଣ୍ଡାଲ ସଜାଯାଇଥାଏ । ଏହି ନଅ ଦିନ ମା'ଙ୍କୁ ଭଲ ମନରେ ପୂଜାର କରିବା ଦ୍ୱାରା ଘରେ ଶୁଖ ଶାନ୍ତି ଆସିଥାଏ । ତେବେ ଚାଲନ୍ତୁ ଜାଣିବା କିପରି କରିବେ କରିବେ କଳସ ସ୍ଥାପନା ।

Durga Puja 2024

ଯଦି ଆପଣ ଘରେ ସ୍ଥାପନା କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କ ଘରର ମନ୍ଦିରକୁ ସଫା ରଖନ୍ତୁ । ପୁରା ଘରକୁ ସଫା କରନ୍ତୁ ।

ଏହା ପରେ ଏକ ବଡ଼ ମାଟି କିମ୍ବା ତମ୍ବା ପାତ୍ରରେ ମାଟି ରଖନ୍ତୁ ।

କଳସରେ ପାଣି ଏବଂ କିଛି ମୁଦ୍ରା ରଖନ୍ତୁ ଏବଂ ଏହାକୁ ଏକ ମାଟି ପାତ୍ରରେ ଘୋଡାଇ ଦିଅନ୍ତୁ ।

କଳସ ଉପରେ ସ୍ୱସ୍ତିକ ଆଙ୍କିବା ସହ ଏହା ପାଖରେ ନଅଟି ଗ୍ରହ ତିଆରି କରନ୍ତୁ ।

ଏକ ନାଲି ରଙ୍ଗର କପଡା ବନ୍ଧା ହୋଇଥିବା ନଡ଼ିଆକୁ ଏହା ଉପରେ ରଖନ୍ତୁ । କଳସ ତଳେ ଧାନ ରଖିବା ପାଇଁ ଭୁଲନ୍ତୁ ନାହିଁ ।

ସେହିପରି ଆପଣ ଏହି ସମୟରେ ଅଖଣ୍ତ ଦୀପ ମଧ୍ୟ ଜାଳି ପାରିବେ ।

ସେହିପରି ମା ଦୁର୍ଗାଙ୍କ ଫଟୋ କିମ୍ବା ପ୍ରତିମାକୁ ଫୁଲରେ ସଜାନ୍ତୁ । ପାଖରେ କଳଟିକୁ ରଖନ୍ତୁ ।

ମାଆଙ୍କର ଷୋହଳ ଶୃଙ୍ଗାର କରନ୍ତୁ । ଫଳ, ମିଠା, ଫୁଲ ଅର୍ପଣ କରନ୍ତୁ । ଦୁର୍ଗା ସପ୍ତସତୀ କୁ ଯତ୍ନର ସହିତ ଜପ କରନ୍ତୁ । ଆରତୀ କରିବା ସହ ପ୍ରସାଦ ବାଣ୍ଟନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+