Dhanteras 2024: ଧନତେରଶ ଦିନ ଏହି ଶୁଭ ସମୟରେ କରନ୍ତୁ କିଣାକିଣି
Dhanteras 2024: ଦୀପାବଳିର ଓ ଧନତେରଶକୁ ନେଇ ସାରା ଦେଶରେ ଉତ୍ସାହକ ମାହୋଲ ରହିଛି । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧମତେରଶ ପାଳନ କରାଯାଏ । ଏହି ଦିନ ଧନ ପ୍ରାପ୍ତି ପାଇଁ ଭଗବାନ କୁବେର ଏବଂ ଭଗବାନ ଧନଭନ୍ତରୀଙ୍କୁ ପୂଜା କରିବାର ପରମ୍ପରା ରହିଛି।
ସେହିପରି ଧମତେରଶରେ ସପିଂ ବା କିଣାକିଣି କରିବାକୁ ଶଭ ବିବେଚନା କରାଯାଏ । ଯଦି ଆପଣ ମଧ୍ୟ ସୁନା, ଯାନବାହନ, ସମ୍ପତ୍ତି, ଘର କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏଠାରେ ଦେଖନ୍ତୁ କେଉଁ ଶୁଭ ସମୟ କିଣିବା ଉଚିତ୍ ।

ଚଳିତବର୍ଷ ଧନତେରଶ 29 ଅକ୍ଟୋବରରୁ ସକାଳ 10.31 ରେ ଆରମ୍ଭ ହୋଇ ଅକ୍ଟୋବର 30 ରେ 01:15 ରେ ଶେଷ ହେବ । ତେବେ 29 ଅକ୍ଟୋବର 2024 ରେ ଧନତେରଶ ପୂଜା ଅନୁଷ୍ଠିତ ହେବ । ଧନତେରଶରେ ଘର, ବାସନ, ସୁନା ଏବଂ ରୂପା ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଇତ୍ୟାଦି କିଣାଯାଏ । ଧନତେରଶ ସପିଂ କରିବାର ପରମ୍ପରା ହେତୁ ଦିନସାରା ସପିଂ କରାଯାଇପାରିବ ।
ଶୁଭ ସମୟ
ଅକ୍ଟୋବର 29 ରେ ମଙ୍ଗଳବାର ସକାଳ 10.31 ରୁ ଅକ୍ଟୋବର 30 6.32 ସମୟ ପର୍ଯ୍ୟନ୍ତ
ସପିଂ ସମୟ - 06.31 ଅପରାହ୍ନ ଏବଂ ରାକି 08.13 ପର୍ଯ୍ୟନ୍ତ
ତୃତୀୟ ସପିଂ ସମୟ - 05.38 ଅପରାହ୍ନ ରୁ ସନ୍ଧ୍ୟା 06.55
ଧନତେରଶ ଦିନରେ, ଆପଣ କେବଳ ସୁନା, ରୂପା, ପିତ୍ତଳ, ଫୁଲ, ତମ୍ବାରେ ନିର୍ମିତ ଜିନିଷ କିଣିବା ଉଚିତ୍ । ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।












Click it and Unblock the Notifications