Get Updates
Get notified of breaking news, exclusive insights, and must-see stories!

Basant Panchami Date 2024: ଫେବ୍ରୁଆରୀ ୧୩ ନା ୧୪ ଜାଣନ୍ତୁ କେଉଁ ଦିନ ପାଳନ ହେବ ସରସ୍ୱତୀ ପୂଜା

Basant Panchami Date 2024: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ । ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

saraswati puja 2024

ଚଳିତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ସରସ୍ୱତୀ ପୂଜା କରାଯିବ । ଏଥର ତିଥି ଅନୁସାରେ, ଫେବ୍ରୁଆରୀ ୧୪ ତାରିଖ ବୁଧବାର ଦିନ ସରସ୍ୱତୀ ପୂଜା ପଡୁଛି ଏବଂ ପୂଜାର ଶୁଭ ମୂହୁର୍ତ୍ତ ରହଛି ସକାଳ ୭ ଟାରୁ ଦିନ ୧୨ଟା ୩୫ ପର୍ଯ୍ୟନ୍ତ । ଶାସ୍ତ୍ର ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ମାଆ ସରସ୍ୱତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀଙ୍କ ରୂପରେ ମଧ୍ୟ ପୂଜା କରାଯାଏ ଏହି ଦିନକୁ ବସନ୍ତ ପଞ୍ଚମୀ ସରସ୍ୱତୀ ପଞ୍ଚମୀ, ଶ୍ରୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+