ସକାଳେ ଉଠିବା ମାତ୍ରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ ଦରିଦ୍ର

ସକାଳୁ ଆଖି ଖୋଲିଲେ ଆପଣ ଏପରି କିଛି ଜିନିଷ ଦେଖନ୍ତୁ ନାହିଁ ଯାହାକି ଆପଣଙ୍କ ପାଇଁ ବିପଦକୁ ଡାକି ଆଣିବ । ଏହାଦ୍ୱାରା ଆପଣଙ୍କ ଦିନ ଖରାପ ହେବା ସହ ଏହା ଆପଣଙ୍କୁ ତଳିତଳାନ୍ତ କରିଦେବାର ପୂର୍ବ ସୂଚନା ବୋଲି ଧରି ନିଅନ୍ତୁ। ଜାଣି ରଖନ୍ତୁ କ'ଣ ଏହି ସବୁ ଜିନିଷ ଯାହାକୁ ଦେଖିଲେ ମାଡ଼ି ଆସିବ ବିପଦ ।

vastu tips

ସକାଳେ ଉଠୁ ଉଠୁ ଘର କୋଣରେ ବୁଢ଼ିଆଣି ଜାଲ ଦେଖିଦେଲେ ଜାଣିନିଅନ୍ତୁ ଆପଣଙ୍କ ଆର୍ଥିକ ଦୁର୍ଗତି ମାଡ଼ି ଆସୁଛି। ତେଣୁ ଘରେ ଏପରି ଜାଲ ହେବାକୁ ଦିଅନ୍ତୁ ନାହିଁ । ସମୟ ପୂର୍ବରୁ ଘରର ଉପର ଭାଗକୁ ସଫା କରି ନିଅନ୍ତୁ।

ସକାଳୁ ଆଖି ଖୋଲୁଖୋଲୁ ଆପଣଙ୍କ ନଜର ଖାଲି ଥିବା ଆଲମିରା ବା ଟ୍ରଜେରି ଉପରେ ପଡ଼ିଲେ ବି ତାହା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଏହାଦ୍ୱାରା ଆପଣ ବୁଝିଯିବେ ସେ କୁବେର ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହା ଆପଣଙ୍କ ପାଇଁ ଖୁବ୍ ଅଶୁଭ ହୋଇପାରେ।

ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇକୁ ଦେଖନ୍ତୁ ନାହିଁ। କାରଣ ଏହା ଆପଣଙ୍କୁ ବରବାଦ କରିବା ପୂର୍ବର ସୂଚନା ।

ଉଠିବା ମାତ୍ର ଲିଭି ଯାଇଥିବା ଦୀପ ଉପରେ ନଜର ପଡ଼ିବା ଖୁବ୍‌ ସାଂଘାତିକ ସାବ୍ୟସ୍ତ ହୋଇପାରେ। ବହୁ ଦେବାଦେବୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ଏପରି ଅଶୁଭ ସଙ୍କେତ ମିଳିଥାଏ। ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ସବୁବେଳେ ମହାଲକ୍ଷ୍ମୀ ନମସ୍ତୁତେ ବ୍ରତ ଜପନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+